ରଥଯାତ୍ରା ପାଇଁ ଆରମ୍ଭ ହେଲା କାଠ ଚିରଟ ପ୍ରକ୍ରିୟା
ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି । ରଥ ନିର୍ମାଣ ପାଇଁ ରବିବାର ଖପୁରିଆ ଠାରେ ଥିବା ସରକାରୀ କରତ କଳରେ କାଠଚିରା କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସକ ଓ ମହାରଣା ସେବାୟତଙ୍କ ଉପସ୍ଥିତିରେ କାଠ ଚିରଟ ହେଉଛି।

ରଥଯାତ୍ରା ପାଇଁ ବରଗଡ଼ରୁ ପୁରୀ ଆସିଥିଲା ରଥକାଠ। ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ ଜଣିଆ ଟିମ୍ ଯାଇ ପହଞ୍ଚିଛିଥିଲେ। ପଦ୍ମପୁର ଜଙ୍ଗଲରେ ସର୍ଭେ କରିଥିଲା ୫ ଜଣିଆ ଟିମ୍। ଏହି ୫ ଜଣିଆ ଟିମ୍ ସହ ଉପସ୍ଥିତ ରହିଥିଲେ ବରଗଡ଼ ଡିଏଫଓ ।












Click it and Unblock the Notifications