Get Updates
Get notified of breaking news, exclusive insights, and must-see stories!

ମହିଳା ଚଳାଇବେ ‘ଆମ ବସ, ପୁଣେ ଯିବେ ୨୦ ଜଣ ମହିଳା ଡ୍ରାଇଭର

ମହିଳା ଚଳାଇବେ 'ଆମ ବସ୍' । ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ଆଜି ପୁଣେ ଯିବେ ୨୦ ଜଣ ମହିଳା ଡ୍ରାଇଭର । ଆଜି ୫.୩୦ରେ ରହିଛି ତାଙ୍କ ବିମାନ । ଫ୍ଲାଇଟ ଟିକେଟ ପ୍ରଦାନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ୧୪ ଦିନ ସ୍ୱତନ୍ତ୍ର ଆଡ଼ଭାନ୍ସ ଇଭି ବସ୍ ର ତାଲିମ ନେବେ ଏମାନେ ।

Our Bus

୧୭ ଫେବୁଆରୀରେ ଫେରିବେ ଟିମ । ଆମ ବସ ଛୋଟ ବା ମିନି ଇଭି ବସ ଚଳାଇବେ ମହିଳା ଡ୍ରାଇଭର। ପୁଣେ ଟ୍ରାଫିକରେ ଚଳାଇବା ର ତାଲିମ ନେଇ ଆସିବେ ଏମାନେ । ଟ୍ରେନିଂ ପରେ ମହିଳା ଡ୍ରାଇଭର ଫେରିବା ପରେ ସୁଭଦ୍ରା ବସ ଚଲେଇବା ପାଇଁ ଲକ୍ଷ ରହିଛି । କେବଳ ମହିଳା ମାନେ ହି ବସ୍‌ରେ ଦାୟିତ୍ୱ ନେବେ। ଏହାସହ ମହିଳା ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+