ସାପ କାମୁଡ଼ାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ, ମୃତ ଘୋଷଣା କଲେ ଡାକ୍ତର

ଏମିତି ବି ଆସେ ମୃତ୍ୟୁ। ରାତିରେ ଶୋଇଥିଲେ, କାମୁଡ଼ିଦେଲା ବିଷାକ୍ତ ସାପ । ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ । ରାୟଗଡ଼ା କୁଲି ପଞ୍ଚାୟତର ମହିଳା ସରପଞ୍ଚଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମାଙ୍ଗି କାଡ୍ରାକା । ରାତିରେ ଶୋଇଥିବା ବେଳେ କେଉଁ ବିଷାକ୍ତ ସାପ କାମୁଡ଼ିଥିଲା । ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।

snake
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+