ପୋଲିସକୁ ବି ନାହିଁ ଭୟ, ଥାନା ଆଗରୁ ଝାମ୍ପି ନେଲେ ସାଢେ ୫ ଲକ୍ଷ

ପିପିଲି : ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟ୍ ପାଟ୍‌, ଦୁର୍ବତ୍ତଙ୍କ ନାହିଁ କାହାରିକୁ ଭୟ । ଏମତିକି ଥାନା ଆଗରୁ ବି ଲୁଟ୍ କରିବାକୁ ପଛାଉ ନାହାଁନ୍ତି ଦୁବୁର୍ତ୍ତା ଆଜି ଏଭଳି ଏକ ଖବର ସାମ୍ନାକୁ ଆସିଛି । ପିପିଲି ଥାନା ସମ୍ମୁଖରୁ ମହିଳାଙ୍କଠୁ ୨ ଦୁର୍ବୃତ୍ତ ସାଢେ ୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

lootera

ମହିଳାଜଣକ ଷ୍ଟେଟ୍ ବ୍ୟାଙ୍କରୁ ଏସଏଚଜି ଟଙ୍କା ଉଠାଇ ଗାଡି ପାଖକୁ ଆସିବାବେଳେ ୨ ଜଣ ହେଲମେଟ୍ ପିନ୍ଧି ବାଇକରେ ଆସି ଟଙ୍କା ଝାମ୍ପି ଚମ୍ପଟ୍ ମାରିଛନ୍ତି । ୫ ଲକ୍ଷ ୫୮ ହଜାର ଟଙ୍କା ଲୁଟ୍ ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ପୁଲିସ ଏନେଇ ଯାଞ୍ଚ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+