Get Updates
Get notified of breaking news, exclusive insights, and must-see stories!

ପୁଣି ଖାକିରେ ଲାଗିଲା ଦାଗ :ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମହିଳା ଥାନା ଏଏସଆଇ

ଲାଞ୍ଚ ନେଇ ଧରା ପଡିଲେ ମହିଳା ଥାନା ASI ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ 10ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଏହି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ଏବେକା ସମୟରେ ଲୋକଙ୍କ ପାଖରେ ଯେତେ ପଇସା ସେତେ ଲୋଭ। ବଡ ବଡ ପଦବୀରେ ଥାଇ ସରକାରଙ୍କ ଠାରୁ ଭଲ ଦରମା ପାଇଁ ମଧ୍ୟ ଅଫିସରମାନେ ସବୁ କାମ ପାଇଁ ସାଧାରଣ ଜନତାଙ୍କ ଠାରୁ ଲାଞ୍ଚ ନେଉଛନ୍ତି। ଏଇ ଯେମିତି ବ୍ରହ୍ମପୁରର ମହିଳା ଥାନା ASI ବବିତା ସୁନା।

odisha vigilance

ମୋଟା ଦରମା ପାଇବା ପରେ ମଧ୍ୟ ଆହୁରି ଲୋଭ ଯେ, ଏକ ମାମଲାର ରଫାଦଫା ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିଲେ। କିନ୍ତୁ କଣ ହେବ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଧରିନେଲା। କଥାରେ ଅଛି ନା ପାପ ଅର୍ଜିତ ଧନ କେବେ ରୁହେ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+