ମହାନଦୀକୁ ଡେଇଁଲେ ମହିଳା, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା

ମହାନଦୀକୁ ଡେଇଁଲେ ମହିଳା । ସମ୍ବଲପୁର ସ୍ଥିତ ଚାଉଁରପୁର ବ୍ରିଜ୍‌ରୁ ମହାନଦୀକୁ ଡେଇଁଲେ ମହିଳା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Mahanadi

ସୂଚନାଯୋଗ୍ୟ ଯେ, ସମ୍ବଲପୁର ସ୍ଥିତ ଚାଉଁରପୁର ଦ୍ଵିତୀୟ ସେତୁରୁ ମହାନଦୀକୁ ଡେଇଁଲେ ମହିଳା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ତେବେ ମହିଳା ଜଣଙ୍କ କାହିଁକି ମହାନଦୀକୁ ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ସହ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଅନେକ ମହିଳା ଏହି ବ୍ରିଜ୍‌ରୁ ଡେଇଁଥିବା ନଜିର ରହିଛି । ଏହି ବ୍ରିଜ୍ ଆତ୍ମହତ୍ୟାର ହଟ୍ ସ୍ପଟ୍ ପାଲଟିଗଲାଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+