ରାଜଧାନୀରେ ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ୨୪ ନମ୍ବର ପ୍ଲଟରୁ ମହିଳାଙ୍କ ଦଗ୍ଧ ଶରୀର ଉଦ୍ଧାର ହୋଇଛି ।

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ୨୪ ନମ୍ବର ପ୍ଲଟରୁ ମହିଳାଙ୍କ ଦଗ୍ଧ ଶରୀର ଉଦ୍ଧାର ହୋଇଛି । ଏହି ୫୨ ବର୍ଷିୟା ମହିଳା ହେଉଛନ୍ତି ମିନୁଶ୍ରୀ ପ୍ରହରାଜ ।

Crime

ତେବେ ଏହି ଘଟଣା ପରେ ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଛି ପୋଲିସ୍ । ତେବେ ଶେଷ ଥର ପାଇଁ ସ୍ତ୍ରୀଙ୍କୁ ଗତକାଲି ରାତି ୯ଟା୩୦ରେ ଦେଖିଥିଲେ ସ୍ୱାମୀ ବିଷ୍ଣୁ ମୋହନ ପ୍ରହରାଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+