ଶ୍ରୀମନ୍ଦିରରେ ଅଘଟଣ: ଦୀପ ଜାଳିବା ବେଳେ ଶାଢୀରେ ନିଆଁ ଲାଗିବାରୁ ଭକ୍ତ ଆହତ
ଆଜି ଶ୍ରୀମନ୍ଦିର ପାଟ ଅଗଣା ନିକଟ ଦୀପ ଷ୍ଟାଣ୍ଡ ନିକଟରେ ଅଘଟଣ ଘଟିଛି । ଏଠାରେ ଦୀପ ନିଆଁ ଲାଗି ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି ।
ଭୁବନେଶ୍ବର: ଆଜି ଶ୍ରୀମନ୍ଦିର ପାଟ ଅଗଣା ନିକଟ ଦୀପ ଷ୍ଟାଣ୍ଡ ନିକଟରେ ଅଘଟଣ ଘଟିଛି । ଏଠାରେ ଦୀପ ନିଆଁ ଲାଗି ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି ।

ଦୀପରୁ ନିଆଁ ଲାଗି ଯିବା ପରେ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ଏହାପରେ ଆହତ ମହିଳା ଭକ୍ତଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ତେବେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହିଳା ଭକ୍ତ ଜଣଙ୍କ ଭୁବନେଶ୍ୱରରୁ ଆସିଥିଲେ । ଦର୍ଶନ କରିବା ପରେ ମହିଳା ଜଣକ ମାଟି ଦୀପ ଜାଳୁଥିଲେ । ଯେତେବେଳେ ତାଙ୍କ ଶାଢିରେ ନିଆଁ ଲାଗି ଯାଇଥିଲା ।












Click it and Unblock the Notifications