ଓଡିଶାରୁ ବିଦାୟ ନେବ ମୌସୁମୀ ବାୟୁ

ଭୁବନେଶ୍ବର: ରାଜ୍ୟରୁ ବିଦାୟ ନେବ ମୌସୁମୀ। ଏଥିପାଇଁ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ସାଧାରଣ ସେପ୍ଟେମ୍ବର ମାସରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ମୌସୁମୀ ବିଦାୟ ନେବାର ପାଗ ଅନୁକୂଳ ରହିଛି । ରାଜ୍ୟ ରୁ ଖୁବ୍ ଶୀଘ୍ର ବିଦାୟ ନେବାକୁ ଯାଉଚି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ଚଳିତ ବର୍ଷ ରାଜ୍ୟ ରେ ସ୍ବାଭାବିକ ବର୍ଷା ୧୦୯୨.୦ ପ୍ରତିଶତ ଅନୁଭବ ହୋଇଚି ଯାହା ୧୧୫୦.୨ % ତୁଳନା ରେ ୫ ପ୍ରତିଶତ କମ୍ । ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ବିହାରରୁ ମୌସୁମୀ ସମ୍ପୂର୍ଣ୍ଣ ଫେରିଯିବ। ସେହିପରି ମହାରାଷ୍ଟ୍ର, ଛତିଶଗଡ଼ର ଆଉ କିଛି ଅଞ୍ଚଳ ଏବଂ ଓଡ଼ିଶା,

Withdrawal of monsoon many parts of odisha

ପଶ୍ଚିମବଙ୍ଗ ଓ ସିକ୍କିମର କିଛି ଅଞ୍ଚଳରୁ ବିଦାୟ ନେବ ମୌସୁମୀ। ପୂଜାରେ ମେଘୁଆ ପାଗ ସହ କାଁ ଭାଁ ବର୍ଷା ସମ୍ଭାବନା ରହିଛି। କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ବିଶେଷ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+