ସୁରୁଖୁରୁରେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ
ସୁରୁଖୁରୁରେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ। ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ,ପର୍ଯ୍ୟଟନ, ଅବକାରୀ ଉପରେ ହେବ ଆଲୋଚନା । ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଦ୍ୱିତୀୟ ଅଧ୍ୟାୟରେ SC/ST ବିଭାଗର ଅତିରିକ୍ତ ବଜେଟ୍ ଖର୍ଚ୍ଚ ଦାବି ଆଲୋଚନା।













Click it and Unblock the Notifications