ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ; ଆଜି ସର୍ବଦଳୀୟ ବୈଠକ
ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ସହ ଆଲୋଚନା । ଡିସେମ୍ବର ୧ରୁ ୧୯ ତାରିଖ ଯାଏଁ ଚାଲିବ ସଂସଦର ଶୀତ ଅଧିବେଶନ













Click it and Unblock the Notifications