ରାଜ୍ୟରେ ଖସୁଛି ତାପମାତ୍ରା: ବଢୁଛି ଶୀତ, ୩ ଡିଗ୍ରୀ ଖସିଲା ରାତ୍ରୀ ତାପମାତ୍ରା

Odisha Weather: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ତାପମାତ୍ରା ଖସିବା ଆରମ୍ଭ ହୋଇଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ଖସିଛି । ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ଶୀତ ମଧ୍ୟ ବଢିବାରେ ଲାଗିଛି ।

odisha

ମିଳିଥିବା ସୂଚନା ଅନୁସାରେ, ୧୫ ତାରିଖ ବେଳକୁ ରାଜ୍ୟରେ ଅନେକ ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଗାମୀ ଦିନରେ କୋରାପୁଟ ରାତ୍ରୀ ତାପମାତ୍ରା ୯ ଡିଗ୍ରୀକୁ ଖସିଆସିବାର ସମ୍ଭବନା ରହିଛି ।

ସେହିପରି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୧ ଦଳମିକ ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, କେନ୍ଦୁଝରରେ ୧୧.୫ ଡିଗ୍ରୀ, ବାରିପଦାରେ ୧୪ ଦଶମିକ ୨, ଦାରିଙ୍ଗବାଡ଼ିରେ ୧୨.୫, ରାଉରକେଲାରେ ୧୩.୩, ଝାରସୁଗୁଡ଼ାରେ ୧୩.୨, ଫୁଲବାଣୀରେ ୧୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+