ବନ୍ୟପ୍ରାଣୀ ଓ ମଣିଷ ଲଢ଼େଇ; ୧୦ ବର୍ଷରେ ମଲେଣି ୧୩୯୬ ଲୋକ
ବନ୍ୟପ୍ରାଣୀ ଓ ମଣିଷ ଲଢ଼େଇ ୧୦ ବର୍ଷରେ ମଲେଣି ୧୩୯୬ ଲୋକ ବୋଲି ଆଜି ଗୁହରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହି ମୃତ ଲୋକଙ୍କୁ ୬୧୭୪.୬୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି ସରକାର । ଲଢ଼େଇରେ ୫୬୦୯ ବନ୍ୟପ୍ରାଣୀଙ୍କ ହୋଇଛି ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରୋକିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ନେଉଛି ପଦକ୍ଷେପ ।













Click it and Unblock the Notifications