Get Updates
Get notified of breaking news, exclusive insights, and must-see stories!

ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଜାଣନ୍ତୁ ପୁରା ତାଲିକା

ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ। ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Independence Day
କେନ୍ଦୁଝର- ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ।
କଟକ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସମ୍ବଲପୁର- ସୁରେଶ ପୂଜାରୀ, ବଲାଙ୍ଗିର- ରବି ନାଏକ
କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳ- କୃଷ୍ଣଚନ୍ଦ୍ର ପାତ୍ର
ପୁରୀ- ପୃଥ୍ବୀରାଜ ହରିଚନ୍ଦନ ସୁନ୍ଦରଗଡ଼- ମୁକେଶ ମହାଲିଙ୍ଗ
ଗଜପତି-ବିଭୂତି ଭୂଷଣ ଜେନା ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର
ନବରଙ୍ଗପୁର- ଗଣେଶ ରାମ ସିଂଖୁଣ୍ଟିଆ, ସୁବର୍ଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ
ଅନୁଗୁଳ- ପ୍ରଦୀପ ବଳସାମନ୍ତ ରାୟଗଡ଼ା- ଗୋକୁଳାନନ୍ଦ ମଲ୍ଲିକ୍‌
ମୟୂରଭଞ୍ଜରେ ପତାକା ଉତ୍ତୋଳନ କରିବେ ସମ୍ପଦ ଚନ୍ଦ୍ର ସ୍ବାଇଁ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+