ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି', ପୁଣି ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ୍
ବିଜେଡି ଉପସଭାପତି ପ୍ରତାପ ଜେନାଙ୍କୁ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ୍। ଜୟ ଢୋଲକିଆ, ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ'ର ଦେଲେ ଜବାବ। ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି । କାହାକୁ ଅନୁଭବ କରି ତାଙ୍କ ଆଦେଶକୁ ମାନୁଛ- ଶ୍ରୀମୟୀ' । ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ' । ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ପରିବାର ଭାବାବେଗ ସହ ଖେଳନ୍ତୁ ନାହିଁ ' ।ରାଜନୀତିରୁ ଊର୍ଦ୍ଧ୍ବରେ ମାନବିକତା, ଓଡ଼ିଆ ସଂସ୍କୃତି ଏ ଶିକ୍ଷା ଦିଏ ବୋଲି କହିଛନ୍ତି ଶ୍ରୀମୟୀ ।













Click it and Unblock the Notifications