ପରିବହନ ସୁବିଧା ନଥିବାରୁ ଆସିପାରୁନି ଗହମ ; ଯୋଗାଣ ମନ୍ତ୍ରୀ

ପରିବହନ ସୁବିଧା ନଥିବାରୁ ଆସୁନି ଗହମ' । କେବେ ସୁଦ୍ଧା ଗହମ ସହ ଚାଉଳ ଦିଆଯିବ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର । ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଉତ୍ତର । ଚାଉଳ ସହ ଗହମ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ' ।
ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲୁ, ତାକୁ ମଞ୍ଜୁରୀ ମିଳିଛି' । ହେଲେ ପରିବହନ ସୁବିଧା ନଥିବାରୁ ଗହମ ଆସିପାରୁନି' ।

Supplies Minister
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+