ସମ୍ବିତ ଯାହା କହିଛନ୍ତି ଠିକ୍‌ କହିଛନ୍ତି, ପାଣ୍ଡିଆନ୍‌ ଆମ ନେତା ନୁହଁନ୍ତି’ ; ପ୍ରମିଳା ମଲ୍ଲିକ

ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା କହିଛନ୍ତି ଠିକ୍‌ କହିଛନ୍ତି, ପାଣ୍ଡିଆନ୍‌ ଆମ ନେତା ନୁହଁନ୍ତି । ଆମର ଜଣେ ନେତା ନବୀନ ପଟ୍ଟନାୟକ । ଦଳରେ ଗୋଷ୍ଠୀ କନ୍ଦଳ ନାହିଁ, ସମସ୍ତେ ଠିକ୍ ଓ ସଂଗଠିତ ଅଛନ୍ତି । ଭୋଜିଭାତକୁ ଗୋଷ୍ଠୀକନ୍ଦଳ କହିବା ଠିକ୍ ନୁହେଁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

Pramila Mallick

ପ୍ରକାଶଥାଉକି, ଗତକାଲି ସମ୍ବିତ ରାଉତରାୟ କହିଥିଲେ ଯେ, ୨୦୨୬ରେ ବହୁତ କିଛି ହେବ। ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା। ଦୂର ନେତାଙ୍କ ସହ ଦେଖା ହୋଇ ନ ଥିଲା, ସେଥିପାଇଁ ଭୋଜି। ଏହା କୌଣସି ମେଳି ନ ଥିଲା। ସରକାର ଥିବା ବେଳେ ପାଣ୍ଡିଆନ ଗୋଟିଏ ଫ୍ୟାକ୍ଟର ଥିଲା, ଜଣେ ଗୁଡ୍‌ ମ୍ୟାନେଜର। କିନ୍ତୁ ନେତା ହିସାବରେ ଆମେ ତାଙ୍କୁ କେବେ ମାନି ନାହୁଁ ବୋଲି ସମ୍ବିତ କହିଥିଲେ । ଆଜି ତାଙ୍କ ବୟାନକୁ ସମର୍ଥନ କରିଛନ୍ତି ପ୍ରମିଳା ମଲ୍ଲିକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+