ବାତ୍ୟାର ନାମ ଗୁଲାବ କିଏ ଦେଲା ? ଏହାର ଅର୍ଥ କଣ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେବା ପରେ ଏହା ଆନ୍ଧ୍ର ପ୍ରଦେଶର ଉପକୂଳ ଉତ୍ତର ଏବଂ ଉତ୍ତର ପଶ୍ଚିମ ଆଡକୁ ଗତି କରୁଛି। ସମ୍ଭାବ୍ୟ ବାତ୍ୟା 'ଗୁଲାବ' ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୪୧୦ କିମି ଓ କଳିଙ୍ଗପାଟଣମ ଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୪୮୦ କିମି ଦୂରରେ ରହିଛି ।

gulab

ଗଭୀର ଅବପାତ ଆସନ୍ତା ୬ ଘଣ୍ଟା ମଧ୍ୟରେ ସମ୍ଭାବ୍ୟ ବାତ୍ୟା 'ଗୁଲାବ'ରେ ପରିଣତ ହୋଇପାରେ । ଏହା ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିପାରେ ।

ଗୁଲାବ'ର ନାମକରଣ ପାକିସ୍ତାନ କରିଛି

ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ନାମକରଣ ପାକିସ୍ତାନ କରିଛି । 'ଗୁଲାବ'ର ଅର୍ଥ ହେଉଛି ଫୁଲ୍ । ଏହା ବର୍ଷକର ୧୨ ମାସ ଫୁଟିଥାଏ । 'ଗୁଲାବ' ଉପକୂଳ ଅତିକ୍ରମ ବେଳେ ଘଣ୍ଟାପ୍ରତି ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ଛୁଇଁବ । ପ୍ରଭାବରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+