ବିଜେଡିରେ ଯାହା ଚାଲିଛି ଠିକ୍‌ ଚାଲିନି ; ଅମର ଶତପଥୀ

ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀଙ୍କ ପ୍ରତିକ୍ରିୟା ।ବିଜେଡିରେ ଯାହା ଚାଲିଛି ଠିକ୍‌ ଚାଲିନି, ମୁଁ ପ୍ରଥମେ ଉଠାଇଥିଲି ବୋଲି କହିଛନ୍ତି ଅମର। ଦଳର ବହୁ ଲୋକ ବ୍ୟକ୍ତିଗତ ଆଲୋଚନା କରୁଛନ୍ତି' । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନଚାଲିଲେ ଗ୍ରହଣୀୟତା ରହିବନି' ।

Amar Satapathy

ବିଜେଡିର ଚରିତ୍ରକୁ ଲୋପ କରି ଜାତୀୟ ଦଳର କଥାରେ ଚାଲିଲେ' । ୱକ୍‌ଫ ପ୍ରସଙ୍ଗରେ ନିଜର ସ୍ୱତନ୍ତ୍ରତା ରଖିଲା ନାହିଁ ବିଜେଡି' । ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ଗଠନ କଥା କହିବା ଅପରିପକ୍ୱ' । ବିଜେଡି ଛିଡ଼ୁଛି ସୁନିଶ୍ଚିତ ବୋଲି କହିଛନ୍ତି ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+