ଜଳୁଛି ପଶ୍ଚିମ ଓଡ଼ିଶା: ଝାରସୁଗୁଡ଼ାରେ ୪୫ ଟପିଲା ପାରଦ

ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗାରେ ହିନ୍ଦୁ ବାପପୁଅଙ୍କୁ ହତ୍ୟା ଘଟଣା । ଝାରସୁଗୁଡ଼ା ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ଗିରଫ । ବାନି ଇସ୍ରାଏଲ, ସେଫାଉଲ୍‌ ହକ୍‌ ଗିରଫ । ପିସ୍ତଲ, ଗୁଳି, ଖୋକା ଜବତ ମଧ୍ୟ ହୋଇଛି । ବନହରପାଲି ପୋଲିସ ସହାୟତାରେ ଗିରଫ କଲା ପଶ୍ଚିମବଙ୍ଗ STF ଟିମ୍ ।

Temperature

ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌। ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ଆଉ ୬ ଜଣଙ୍କୁ ଅଟକ ରଖି ପଚରାଉଚରା । ମୁର୍ଶିଦାବାଦରେ ଦଙ୍ଗା ପରେ ଝାରସୁଗୁଡ଼ା ଆସି ଆତ୍ମଗୋପନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+