Odisha Weather: ରାଜ୍ୟରେ ୫ ପରେ କମିବ ଶୀତ !

Odisha Weather: ୫ ତାରିଖ ପରେ ରାଜ୍ୟରେ ଶୀତ କମିବାର ସମ୍ଭାବନା ରହିଛି । ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଶୀତ କମିବା ସହ ଶୁଷ୍କ ବାୟୁ ଦୁର୍ବଳ ହେବା ସହ ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇପାରେ । ଏହା ପ୍ରଭାବରେ ୫ ତାରିଖ ପରଠୁ ରାତ୍ରୀ ତାପମାତ୍ରା ବୃଦ୍ଧି ପାଇବ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣି ପାଗ ବିଭାଗ ।

Odisha Weather

ସୂଚନା ଅନୁସାରେ, ରାଜ୍ୟରେ ଶୀତ ଲହର ଜାରି ରହିଛି । ରାଉରକେଲା ସବୁଠୁ ଥଣ୍ଡା ସହର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+