ରାଜ୍ୟରେ ଦୁର୍ବଳ ସ୍ଵାସ୍ଥ୍ୟ ଭିତ୍ତିଭୂମି: ଡାକ୍ତର ଓ ନର୍ସ ଅଭାବ

ରାଜ୍ୟର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ CAG ରିପୋର୍ଟରେ ଉଲ୍ଲେଖ। WHO ନିୟମ ଅନୁସାରେ ପ୍ରତି ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତର । ମାତ୍ର ଓଡ଼ିଶାରେ ୧୬୨୨ ଲୋକଙ୍କ ପାଇଁ ଅଛନ୍ତି ଜଣେ ଡାକ୍ତର। ରାଜ୍ୟରେ ଡାକ୍ତର, ନର୍ସ, ପାରା ମେଡିକାଲ୍‌ ଷ୍ଟାଫ୍‌ ଘୋର ଅଭାବ।
ବିଶେଷଜ୍ଞ ଡାକ୍ତର ୪୯%, ନର୍ସିଂ କ୍ଷେତ୍ରରେ ୩୦% ପଦବୀ ଖାଲି। ଡିଏଚ୍‌ଏଚ୍‌, ସିଏଚ୍‌ସି, ପିଏଚ୍‌ସିରେ ଖାଲି ପଡ଼ିଛି ବହୁ ବଦବୀ ।

Weak health infrastructure in odisha
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+