ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମି.; ଜଳସ୍ତର ୧୦.୪୮ ମି. । ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ nbsp;ଅଂଚଳ nbsp;ପ୍ରଭାବିତ nbsp;।