କମୁଛି ହୀରାକୁଦ ଡ୍ୟାମ୍ର ଜଳସ୍ତର, ଏବେ ଅଛି ୬୨୬.୪୧ ଫୁଟ୍ ; ଡ୍ୟାମ୍ର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
କମୁଛି ହୀରାକୁଦ ଡ୍ୟାମ୍ର ଜଳସ୍ତର, ଏବେ ଅଛି ୬୨୬.୪୧ ଫୁଟ୍ । ଡ୍ୟାମ୍ର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି । ପ୍ରବେଶ କରୁଛି ୩ ଲକ୍ଷ ୮୬ ହଜାର ୨୮ କ୍ୟୁସେକ ଜଳ। ନିଷ୍କାସନ ହେଉଛି ୪ ଲକ୍ଷ ୨୪ ହଜାର ୧୪୭ କ୍ୟୁସେକ ଜଳ ।













Click it and Unblock the Notifications