ବର୍ଷାରେ ଭୁଶୁଡ଼ିଲା ପାଚେରି, ୭ ଜଣଙ୍କର ମୃତ୍ୟୁ

ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର ସୀମାଞ୍ଚଳମ ରେ ଭୀଷଣ ବର୍ଷା ଯୋଗୁଁ ଏକ ଘର ଭୁଷୁଡି ପଡିଛି । ଘରର କାନ୍ଥ ଭୁଷୁଡି ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଏନଡିଆରଏଫ୍ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

7 killed

ସୀମାଞ୍ଚମ ରେ ଆଜି ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଓ ଓଡ଼ିଶା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ସେଠାକୁ ଯାଇଥିଲେ । ହେଲେ ଗତକାଲି ରାତିରେ ଭୀଷଣ ବର୍ଷା ହେବା ଫଳରେ ପାହାଡରୁ ମାଟି ଖସି ଏହି ଦୁର୍ଘଟଣା ଘଟିଚି । ଆହତ ମାନଙ୍କୁ ବିଶାଖାପାଟଣା ର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକ ଙ୍କ ମଧ୍ୟ ରେ ୩ ଜଣ ମହିଳା ରହିଥିବା ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+