ଭିସୁଟ୍ ଆସୋସିଏଟ୍ ପ୍ରଫେସର ନିଲମ୍ବିତ
ଭିସୁଟରେ ଆସୋସିଏଟ୍ ପ୍ରଫେସର ନିଲମ୍ବିତ । ହ୍ୟୁମାଲିଟିଜ୍ ବିଭାଗର ଆସୋସିଏଟ୍ ପ୍ରେଫସର ଜୟପ୍ରକାଶ ପରମଗୁରୁ । ନିଲମ୍ବନ ସହ ଆସସୋସିଏଟ୍ ପ୍ରଫେସରଙ୍କ ବିରୋଧରେ ତଦନ୍ତ ଚାଲିବ । ନିୟମିତ କ୍ଲାସ୍ ନ ଆସିବା ଓ ନିଶାସକ୍ତ ରହୁଥିବା ଅଭିଯୋଗ ଥିଲା ।

ସୂଚନା ଅନୁସାରେ, ନିୟମିତ କ୍ଲାସ୍ ନ ଆସିବା ଓ ନିଶାସକ୍ତ ରହୁଥିବା ନେଇ ଅଭିଯୋଗ ହୋଇଥିଲା । ଯାହା ପରେ ଏପରି ପଦକ୍ଷେପ ନିଆଯାଇଛି ।












Click it and Unblock the Notifications