ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ; ଇଭିଏମ୍ ତ୍ରୁଟି, ମତଦାନରେ ବିଳମ୍ବ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ପଡୁଛି ଭୋଟ । ଏଥିପାଇଁ ପ୍ରତି ବୁଥରେ ଆବଶ୍ୟକ ପ୍ରସ୍ତୁତି ହୋଇଥିଲେ ବି କିଛି ବୁଥରେ ଇଭିଏମ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ସେହି ବୁଥ୍ ମାନଙ୍କରେ ମତଦାନରେ ବିଳମ୍ବ ହୋଇଥିବା ସୂଚନା ରହିଛି ।

EVM malfunction

ସୂଚନା ମୁତାବକ, କଟକ ସଦର କଳପଡା ବୁଥ୍ ନମ୍ବର ୮୧, ଢେଙ୍କାନାଳ ସୀମାଳିଆ ବୁଥ୍ ନମ୍ବର ୧୫୭ ବୁଥରେ ସମସ୍ୟା ଦେଖାଦେଇଛି । ସେହିପରି ଆନ୍ଦପୁର ହାଟଡିହି ବୁଥ୍ ନମ୍ବର ୧୩୯ ଓ ଦେବଗଡ ବୁଥ୍ ନମ୍ବର ୧୮, ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ମଧ୍ୟ ଇଭିଏମ ମେସିନ ଅଚଳ ହୋଇଯିବାରୁ ମତଦାନରେ ବିଳମ୍ବ ଦେଖାଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+