ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଞ୍ଜାମରେ ହେବ ଭୋଟ ଗଣନ୍ତି

ଆସନ୍ତାକାଲି ଭୋଟଗଣତି ଥିବା ବେଳେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୋଟଗଣତି କେନ୍ଦ୍ରରେ ସୁରକ୍ଷା ପାଇଁ ଥ୍ରୀ ଟାୟାର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ganjam

ପ୍ରଥମ ସ୍ତରରେ ରେ ଜିଲା ପୋଲିସ, ଦ୍ୱିତୀୟରେ ରାଜ୍ୟ ପୋଲିସ, ତୃତୀୟରେ କେନ୍ଦ୍ରୀୟ ପୋଲିସ ନିୟୋଜିତ କରାଯାଇଛି। ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଥିବ ସୂଚନା ଦେଇଛନ୍ତି ।

ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଏଥିସହ ସିଏପିଏଫ୍‌ ୩ କମ୍ପାନୀ ଏବଂ ୨ ପ୍ଲାଟୁନ ନିୟୋଜିତ ଅଛନ୍ତି। ୯ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଅତିରିକ୍ତ ଏସ୍‌ପି ୫ ଡିଏସ୍‌ପି, ୫ ଇନିସପେକ୍ଟର, ୫୯ ସବ୍‌ଇନ୍ସପେକ୍ଟର ଓ ଏଏସ୍‌ଆଇ, ୪୦୦ ଜଣ କନେଷ୍ଟବଳ ରହିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+