ସୋସିଆଲ ମିଡିଆ ଏକ୍ସରେ ନାହିଁ ଭି.କେ ପାଣ୍ଡିଆନ୍‌ଙ୍କ ଆକାଉଣ୍ଟ

ସୋସିଆଲ ମିଡିଆ ଏକ୍ସରେ ନାହିଁ ଭି.କେ ପାଣ୍ଡିଆନ୍‌ଙ୍କ ଆକାଉଣ୍ଟ । ଇନଷ୍ଟାଗ୍ରାମରେ ଏହା ନିଜେ ଶୁକ୍ରବାର ସ୍ପଷ୍ଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌ । ସେ କହିଛନ୍ତି, ଏକ୍ସରେ ତାଙ୍କ ନାଁରେ ଫେକ୍‌ ଆକାଉଣ୍ଟ କରାଯାଇଛି ।

VK Pandian

ତାଙ୍କ ଫଟୋକୁ ବ୍ୟବହାର କରି ଖୋଲା ଯାଇଛି ଫେକ୍‌ ଆକାଉଣ୍ଟ । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଫେକ୍‌ ଆକାଉଣ୍ଟର ବ୍ୟବହାର ହେଉଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+