ଆସିଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା, ପାଣ୍ଡିଆନଙ୍କ ନାମ ୨ୟ ଧାଡିରେ

Lok Sabha Election 2024: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ମୋଟ୍ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା ହୋଇଥିବା ବେଳେ ପାଣ୍ଡିଆନଙ୍କ ନାମ ୨ୟ ଧାଡିରେ ରହିଛି ।

bjd

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଲା । ନବୀନ ପଟ୍ଟନାୟକଙ୍କ ସମେତ ତାଲିକାରେ ରହିଛି ମୋଟ୍ ୪୦ ଜଣଙ୍କ ନାଁ । ତାଲିକାର ପ୍ରଥମ ସ୍ଥାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭି.କେ ପାଣ୍ତିଆନ୍ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପ୍ରଥମ ଥର ନିର୍ବାଚନୀ ମୈଦାନରେ ବିଧିବଦ୍ଧ ଭାବେ ନବୀନଙ୍କ ସହ ଭି,କେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିବ । ସରକାରଙ୍କ ଅନେକ ଯୋଜନାର ବାର୍ତ୍ତା ନେଇ ଜନତାଙ୍କ ପାଖରେ ପହଞ୍ଚିବେ ଦଳର ବରିଷ୍ଠ ନେତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+