ରୋଡ ରୋମିଓକୁ ପାନେ: ବହେ ଖାଇଲେ!..., ଯୁବତୀଙ୍କ ଗୋଡ ଧରି କ୍ଷମା ମାଗିଲେ

ସ୍ଥାନୀୟ ତିଗିରିଆ ଥାନା ଅଞ୍ଚଳର ଏମିତି ଜଣେ ରୋଡ ରୋମିଓଙ୍କ କାଣ୍ଡ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ରୋଡ ରୋମିଓ ଜଣଙ୍କ ଯୁବତୀଙ୍କୁ କମେଣ୍ଟ ମାରି ଧରା ପଡିଲେ । ବହେ ଛେଚା ଖାଇଲେ, ପରେ ଯୁବତୀଙ୍କ ଗୋଡ ତଳେ ପଡି ଭୂଲ ମାଗିଲେ ।

ଆଠଗଡ: ଏବେ ବି କମିନି ରୋଡ ରୋମିଓଙ୍କ ଉତ୍ପାତ । ଧରା ପଡୁଛନ୍ତି, ଦମେ ମାଡ ଖାଉଛନ୍ତି । ମାତ୍ର ତଥାପି ପଶୁନି ଚେତା । ସ୍ଥାନୀୟ ତିଗିରିଆ ଥାନା ଅଞ୍ଚଳର ଏମିତି ଜଣେ ରୋଡ ରୋମିଓଙ୍କ କାଣ୍ଡ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ରୋଡ ରୋମିଓ ଜଣଙ୍କ ଯୁବତୀଙ୍କୁ କମେଣ୍ଟ ମାରି ଧରା ପଡିଲେ । ବହେ ଛେଚା ଖାଇଲେ, ପରେ ଯୁବତୀଙ୍କ ଗୋଡ ତଳେ ପଡି ଭୂଲ ମାଗିଲେ ।

Road Romeo

ଭିଡିଓଟି ଆଠଗଡ ତିଗିରିଆ ଥାନା ଅଞ୍ଚଳର ଗତ କିଛି ଦିନ ହେଲା ଏହି ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରତିଦିନ ଏହି କଲେଜ ଛାତ୍ରୀ ଜଣକ ଆସିବା ବେଳେ ସ୍ଥାନୀୟ ଅଞ୍ଚଳର ଏହି ଯୁବକ କମେଟ ମାରିବା ସହ ଅଶ୍ଳିଳ ଇଙ୍ଗିତ ମଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ।

ଏହି ଘଟଣା ସମ୍ପର୍କରେ ଜାଣିବା ସ୍ଥାନୀୟ ଲୋକ ଏବଂ ପରିବାର ଲୋକ ଯୁବକକୁ ଧରି ତିଗିରିଆ ଥାନକୁ ଆଣିଥିଲେ । ସେଠାରେ ଉଭୟ ପରିବାର ବସି ନିଷ୍ପତ୍ତି ନିଆଗଲା ଯେ ଯୁବକ ଜଣକ ଛାତ୍ରୀଙ୍କୁ ଗୋଡ଼ ଧରି ଭୁଲ୍ ମଗିବ । ତେବେ ଏହି ଦୃଶ୍ୟ ଭାଇରାଲ ହେବାର ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+