ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ଯୌତୁକ ମାମଲାରେ ରଫାଦଫା କରିବା ପାଇଁ ନେଉଥିଲେ ୬ହଜାର ଟଙ୍କା
ଲାଞ୍ଚ ନେଉଥିବା ବେଳେ ସ୍ପଟ ଉପରେ ଧରିଲା ଭିଜିଲାନ୍ସ । ସମ୍ପୃକ୍ତ ଥାନା ଅଧିକାରୀ ହେଲେ ସ୍ଥାନୀୟ ନିହଲ ପ୍ରସାଦ ଥାନାର ଚିତ୍ତରଞ୍ଜନ ବେହେରା ।
ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଜଣେ ଥାନା ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ସ୍ପଟ ଉପରେ ଧରିଲା ଭିଜିଲାନ୍ସ । ସମ୍ପୃକ୍ତ ଥାନା ଅଧିକାରୀ ହେଲେ ସ୍ଥାନୀୟ ନିହଲ ପ୍ରସାଦ ଥାନାର ଚିତ୍ତରଞ୍ଜନ ବେହେରା ।

ମିଳିଥିବା ସୂଚନା ଅନୁଯାଇ, ଏକ ଯୌତୁକ ଜନିତ ମାମଲାରେ ୩୦୭ଦଫା କାଟିବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଚିତ୍ତରଞ୍ଜନ । ତାଙ୍କ ନିକଟରୁ ୬ ହଜାର ଟଙ୍କା ଜବତ କରାଯାଇଛି । ଲାଞ୍ଚ ଟଙ୍କା ସହ ଜଣେ ହୋମଗାର୍ଡକୁ ମଧ୍ୟ ଭିଜିଲାନ୍ସ ଟିମ୍ କାବୁ କରିଛି ।












Click it and Unblock the Notifications