୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରାଜସ୍ବ ନିରୀକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ଆରଆଇ । ଜମି ପଟ୍ଟା ମ୍ୟୁଟେସନ ପାଇଁ ଟଙ୍କା ନେଇ ଧରା ପଡ଼ିଲେ ଆରଆଇ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ରାଧାବଲ୍ଲଭପୁରର ଆରଆଇ ନଗେନ୍ଦ୍ର ଦାସ ଜମି ପଟ୍ଟା ମ୍ୟୁଟେସନ ପାଇଁ ପ୍ରାୟ ୯ ହଜାର ଟଙ୍କା ଦାବି କରିଥିଲେ ।













Click it and Unblock the Notifications