GST ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ

Odisha News: GST ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ । ଯାଜପୁର ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଅସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଟିକସ୍ ହେରଫେର ଅଭିଯୋଗରେ ଏହି ଚଢାଉ କରାଯାଇଥିବା ନେଇ ସୂଚନା ରହିଛି । ତାଙ୍କ ନାଁରେ ପ୍ରାୟ ୫.୮୫ ଲକ୍ଷ ରାଜସ୍ୱ ହେରଫେର କରିଥିବା ଅଭିଯୋଗ ହୋଇଛି ।

Odisha News

ଅଭିଯୋଗ ରହିଛି ଯେ, GST ଅତିରିକ୍ତ କମିଶନର ଜଣେ ଡିଲରଙ୍କ ଠାରୁ ଜବତ ସ୍କ୍ରାପକୁ ଅନ୍ୟତ୍ର ବିକ୍ରି କରିଛନ୍ତି । ତେବେ ଭୁବନେଶ୍ୱର, ଖୋର୍ଦ୍ଧା, ସମେତ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+