ପଶୁ ଡାକ୍ତରଙ୍କୁ ଦଳିଦେଲା ହାତୀ
Odisha News: ପଶୁ ଡାକ୍ତରଙ୍କୁ ଦଳିଦେଲା ହାତୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କୁଳଡିହା ଅଭୟାରଣ୍ୟର ବାଲିଆନାଳ ଗେଟ୍ ନିକଟସ୍ଥ ଋଷିଆ ଡ୍ୟାମ ନିକଟରେ ଏକ ଅସୁସ୍ଥ ହାତୀର ଚିକିତ୍ସା କରି ଫେରିବା ବେଳେ ଅନ୍ୟ ଏକ ହାତୀ ବିଡିଓ ଶୁଭାଶିଷ ମହାପାତ୍ରଙ୍କୁ ଆକ୍ରମଣ କରିଥିଲା । ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ, ଯାହା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।













Click it and Unblock the Notifications