ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟେରାନ ଅଭିନେତା ଦେବୀ ରଥ
ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ। ଜଣେ ଉଚ୍ଚକୋଟୀର କଳାକାର । ହିରୋଇନରୁ ହିରୋ, ଆଣ୍ଟି ହିରୋ ଓ ଚରିତ୍ର ଅଭିନେତା ଭାବରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ।
୭୧ ବର୍ଷ ବୟସରେ ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ମୃତ୍ୟୁ। ଡିଜେ ସାଉଣ୍ଡ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଘର ଲୋକଙ୍କ ଅଭିଯୋଗ। ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ନିଜ ଗାଁରେ ଅଛି ତାଙ୍କ ମର ଶରୀର। ସେ ୫୦ ବର୍ଷରୁ ଅଧିକ ସମୟ ଓଡ଼ିଆ ଯାତ୍ରା ଜଗତରେ ରାଜ କରିଥିଲେ ।













Click it and Unblock the Notifications