ଖୋର୍ଦ୍ଧାରେ ଉଠିବ ଉଠା ଦୋକାନ: ବଲିବ ବୁଲଡୋଜର, ଧାରଣାରେ ବସିଲ ବ୍ୟବସାୟୀ

ଖୋର୍ଦ୍ଧା ନ୍ୟୁଜ୍: ମଙ୍ଗଳବାର ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ୧୬୩ ଧାରା ଜାରି କରାଯାଇଛି କାରଣ ଉଚ୍ଛେଦ ହେବ ଜବରଦଖଲ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଛନ୍ତି ବ୍ୟବସାୟୀ । ଟ୍ରାଫିକ ଛକରେ ଧାରଣାରେ ବସିଲେ ଶତାଧିକ ଉଠା ବ୍ୟବସାୟୀ ।

Vendors Protest

ଖୋର୍ଦ୍ଧା ସହରରେ ରାସ୍ତା ପ୍ରଶସ୍ତିକରଣ ଏବଂ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ଥାନରୁ ଉଠା ଦୋକାନୀଙ୍କୁ ଉଠାଯିବାର ନିଷ୍ପତ୍ତି ନିଆଯାଇଛି । ହେଲେ ପୌରାଞ୍ଚଳର ଉଠା ଦୋକାନୀ ଏହି ଉଚ୍ଛେଦକୁ ବିରୋଧ କରୁଛନ୍ତି । ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୧୬୩ ଲାଗୁ କରାଯିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+