ଆଜିଠୁ ଟୁଇନସିଟିରେ ଗାଡି ଚେକିଂ କଡ଼ାକଡ଼ି ଆରମ୍ଭ

Odisha News: ଆଜିଠୁ ଟୁଇନସିଟିରେ ଗାଡି ଚେକିଂ କଡ଼ାକଡ଼ି ଆରମ୍ଭ । କଟକ, ଭୁବନେଶ୍ୱରରେ ଜୋରଦାର ହେବ ଯାଞ୍ଚ । ବିକଟାଳ ହର୍ଣ୍ଣ ଓ କାରରୁ କଳା କାଚ ହଟାଯିବ, ନିୟମ ନମାନିଲେ ଗଣିବେ ମୋଟା ଅଙ୍କର ତଣ୍ତ । ତେବେ ଚେକିଂ ଆରମ୍ଭ ହେବା ପୂର୍ବରୁ ଜନସାଧାରଣଙ୍କୁ ସତର୍କ କରାଇଥିଲ କମିଶନରେଟ୍ ପୋଲିସ ।

କଳାକାଚ, ବିକଟାଳ ହର୍ଣ୍ଣ, ଫିଲ୍ମ ଆଦି ଚେକିଂ ପୂର୍ବରୁ କାଢି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ନଚେତ୍ ଜରିମାନା ଲାଗିବ ବୋଲି ବୋଲି ସୂଚନା ଜାରି କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯିବ ।

Odisha News

କରୋନା ପରଠୁ ଗାଡ଼ି ଚେକିଂ ବନ୍ଦ ରହିଥିଲା । ହେଲେ ପୁଣି ଆକ୍ସନ ମୋଡରେ କମିଶନରେଟ ପୋଲିସ । ତେବେ ଚେକିଂ ଆରମ୍ଭ ହେବା ପୂର୍ବରୁ ଉଲ୍ଲଘଂନ କରିଥିବା ଜିନିଷକୁ ତୁରନ୍ତ କାଢି ଦେବା ପାଇଁ ସତର୍କ କରାଇଥିଲା ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+