Uttam Mohanty : ଜଗନ୍ନାଥ ବିହାର ବାସଭବନରେ ଉତ୍ତମଙ୍କ ପାର୍ଥିବ ଶରୀର

ଜଗନ୍ନାଥ ବିହାର ବାସଭବନରେ ଉତ୍ତମଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ବିମାନ ବନ୍ଦରରୁ ଅଣାଗଲା ପାର୍ଥିବ ଶରୀର । ବାସଭବନରେ ଅନ୍ତିମ ଦର୍ଶନ କରିବେ ସଂପର୍କୀୟ, ବିଶିଷ୍ଟ ବ୍ୟକ୍ତି ।
ଅନ୍ତିମ ଦର୍ଶନ ପରେ ଅପରାହ୍ନରେ ହେବ ଶେଷକୃତ୍ୟ । ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ।

Uttam Mohanty
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+