ଏଭରଗ୍ରୀନ୍ ଯୋଡି ଉତ୍ତମ-ଅପରାଜିତା: ହଁ ଶୁଣିବାକୁ ଲାଗିଥିଲା ୫ ବର୍ଷ

Uttam Mohanty: ଓଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରୀର ଏଭରଗ୍ରୀନ୍ ଯୋଡି ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି । ଏହି ଷ୍ଟାର କପଲଙ୍କ ଓଡିଆ ସିନେମା ଜଗତର ନମ୍ବର ୱାନ୍ ଯୋଡି ଏବଂ ହିଟ୍ ଯୋଡି । ଚର୍ଚ୍ଚା ହୁଏ ପ୍ରଥମେ ଅପରାଜିତାଙ୍କ ପ୍ରେମର ପଡିଥିଲେ ଅଭିନେତା ଉତ୍ତମ ମହାନ୍ତି ହେଲେ ଏତେ ସହଜରେ ତାଙ୍କୁ ସଫଳତା ମିଳି ନଥିଲା । ଅଭିନେତ୍ରୀ ଅପରାଜିତ ହଁ କହିବା ପାଇଁ ନେଇଥିଲେ ୫ ବର୍ଷ ।

ଆଶାନ୍ତ ଗ୍ରହ ଫିଲ୍ମର ସୁଟିଂରେ ପ୍ରଥମ ଥର ଦେଖା ହୁଏ ଉତ୍ତମ-ଅପରାଜିତାଙ୍କର । ଏହାପରେ ଅନେକ ଫିଲ୍ମରେ ଏକାଠି ଅଭିନୟ କରିବା ପରେ ଅପରାଜିତାଙ୍କ ପ୍ରେମର ପଡିଯାଆନ୍ତି ଉତ୍ତମ ମହାନ୍ତି । ହେଲେ ସହଜ ନଥିଲା ଅପରାଜିତାଙ୍କ ମନ ଜିଣିବା, ପ୍ରାୟ ୫ ବର୍ଷ ଲାଗିଯାଇଥିଲା ହଁ ଶୁଣି ବା ପାଇଁ । ହେଲେ କୁହାଯାଏ ଯେ, ଉତ୍ତମ ମହାନ୍ତି କେବେ ଅପରାଜିତାଙ୍କୁ ପ୍ରେମ ପାଇଁ ନିବେଦନ କରିନଥିଲେ ବରଂ ସିଧାସଳଖ ବିବାହ ପାଇଁ ଦେଇଥିଲେ ପ୍ରସ୍ତାବ ।

Uttam Mohanty

ଶେଷରେ ଉତ୍ତମ ମହାନ୍ତିଙ୍କ ବିବାହ ନିବେଦନରେ ରାଜି ହୋଇଥିଲେ ଅପରାଜିତ । ୧୯୮୭ ମସିହା ମେ ମାସ ୧୭ ତାରିଖରେ ଦୁହେଁ ବିବାହ କରିଥିଲେ । ବିବାହର ୨ ବର୍ଷ ପରେ ଅର୍ଥାତ ୧୯୮୯ ମସିହାରେ ଉତ୍ତମ ଆଉ ଅପରାଜିତାଙ୍କ କୋଳକୁ ଆସିଥିଲେ ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+