ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବିନା ଦେୟରେ ପଢିବେ ୨୫ ଶହ ଛାତ୍ରଛାତ୍ରୀ

ଆନନ୍ଦପୁର ଉପଖଣ୍ତ ହାଟଡିହି ବ୍ଲକ ବେରୁଣିପଦି ଗାଁରେ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିଦ୍ୟାଳୟରେ ପ୍ରାୟ ୨୫ଶହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ବିନା ଟଙ୍କାରେ ପାଠ ପଢିବେ ।

CM Naveen Patnaik

କେନ୍ଦୁଝର: ଆନନ୍ଦପୁର ଉପଖଣ୍ତ ହାଟଡିହି ବ୍ଲକ ବେରୁଣିପଦି ଗାଁରେ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିଦ୍ୟାଳୟରେ ପ୍ରାୟ ୨୫ଶହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ବିନା ଟଙ୍କାରେ ପାଠ ପଢିବେ । ଡାକ୍ତର ପ୍ରଦୀପ ସେଠୀଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ଏହି ବିଦ୍ୟାଳୟ ।

ସୂଚନାଥାଉ ଯେ, ପ୍ରଦୀପ ସେଠୀଙ୍କ ଗାଁ ବେରୁଣିପଦିରେ ଅର୍ଥ ଅଭାବରୁ ଯେପରି କୌଣସି ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ନ ହୋଇଯାଆନ୍ତୁ ଏବଂ ଶିକ୍ଷାକ୍ଷେତ୍ରରେ ଅଗ୍ରସର କରାଇବା ପାଇଁ ଏହି ପ୍ରରିକଳ୍ପନା କରାଯାଇଛି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀନ ରଞ୍ଜନ ଦାଶ, ସାଂସଦ ଚନ୍ଦ୍ରାଣି ମୁର୍ମୁ, ମେଣ୍ଟର ସଲିଳ ଚତୁର୍ବେଦୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+