ବେଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ, ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ
ବେଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ । ସୁପ୍ରିମକୋର୍ଟଙ୍କ ଉଦ୍ବେଗ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କଲା ବିଭାଗ । କଠୋର ହେବ ଯାଞ୍ଚ ପ୍ରକ୍ରିୟା, ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଏଣିକି ବିଲଡିଂ ପ୍ଲାନର ଏକ କପି ନିର୍ମାଣ ସ୍ଥାନରେ ପ୍ରଦର୍ଶନ କରାଇବେ ବିଲ୍ଡର । ପ୍ଲାନ ଅନୁମୋଦନକାରୀ କର୍ତ୍ତୃପକ୍ଷ ସମୟ ସମୟରେ ନିର୍ମାଣାଧୀନ ବିଲ୍ଡିଂ ଯାଞ୍ଚ କରିବେ। କୌଣସି ବିଚ୍ୟୁତି ଦେଖାଦେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।













Click it and Unblock the Notifications