ବିଧାନସଭା: ଗୃହରେ ମୁଲତବୀ ନୋଟିସ ଆଣିଲେ ବିରୋଧୀ
ଆରମ୍ଭରୁ ମୁଲତବୀ ନୋଟିସ ଆଣିଛନ୍ତି ଉଭୟ ବିରୋଧି କଂଗ୍ରେସ ଓ ବିଜେପି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବିରୋଧୀଙ୍କ ମୁଲତବି ନୋଟିସ୍ ।
ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳିନ ଅଧିବେସନର ଷଷ୍ଠ କାର୍ଯ୍ୟଦିବସ । ଆରମ୍ଭରୁ ମୁଲତବୀ ନୋଟିସ ଆଣିଛନ୍ତି ଉଭୟ ବିରୋଧି କଂଗ୍ରେସ ଓ ବିଜେପି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବିରୋଧୀଙ୍କ ମୁଲତବି ନୋଟିସ୍ ।

ତେବେ ଆଜି ରାଜ୍ୟରେ ସୀମା ବିବାଦ ନେଇ ଉତ୍ତର ରଖିବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ସେପଟେ ଗତକାଲିର ବାଚସ୍ପତିଙ୍କ ରୁଲିଂ ଉପରରେ ଉତ୍ତର ରଖିବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ନୟାଗଡ ନାବାଳିବା ପରୀ ଅପହର ଓ ହତ୍ୟା ମାମଲାରେ ଆଜି ଗୃହରେ ଉତ୍ତର ରଖିବେ ମନ୍ତ୍ରୀ । ଏନେଇ ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରା ଦେଇଥିଲେ ରୁଲିଂ ।












Click it and Unblock the Notifications