ଶିମିଳିପାଳରେ ବନାଗ୍ନି ହେବ ନିୟନ୍ତ୍ରଣ; ୫ ଟି ସ୍ଥାନରେ ଲାଗିବ ୩୬୦ ଡିଗ୍ରୀର ପାୱାର ଫୁଲ ଆଇ କ୍ୟାମେରା
ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ନିଆରା ପଦକ୍ଷେପ । ଅତ୍ୟାଧୁନିକ ପଦ୍ଧତି ଦ୍ୱାରା ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯିବ । ୫ ଟି ସ୍ଥାନରେ ଲାଗିବ ୩୬୦ ଡିଗ୍ରୀର ପାୱାର ଫୁଲ ଆଇ କ୍ୟାମେରା । ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ପାଇଁ ବନ ବିଭାଗ ନିଆରା ପଦକ୍ଷେପ ନେଇଛି ।
ବନାଗ୍ନିକୁ ନିୟନ୍ତ୍ରଣ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟାୱାର । ଓଡ଼ିଶାରେ ପ୍ରଥମ ଥର ଶିମିଳିପାଳରେ ହିଁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସ୍ପେଶାଲ ରିଲିଫ କମିସନ ପକ୍ଷରୁ ଏଥିପାଇଁ ୨ କୋଟି ୫୦ ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା ଶିମିଳିପାଳରେ ନିଆଁ ଲାଗୁଥିବା ସ୍ଥାନକୁ ସହଜରେ ଚିହ୍ନଟ କରାଯାଇପାରିବ ।
ଏହି କ୍ୟାମେରା ୧୫ କି.ମି ପରିଧି ମଧ୍ୟରେ ଯେଉଁଠିବ ନିଆଁ ଲାଗିବ ତାକୁ ଚିହ୍ନଟ କରି ସୂଚନା ପ୍ରଦାନ କରିଛି ଏବଂ ଏହି ତଥ୍ୟ ମଧ୍ୟାମରେ ମନ କର୍ମଚାରୀମନେ ତତକ୍ଷଣାତ୍ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିପାରିବେ ।

ଏଥିପାଇଁ ସ୍ୱତନ୍ତ୍ର ଭାବେ ନିୟନ୍ତ୍ରଣ କକ୍ଷ ଓ ହେଲ୍ପଲାଇନ ନମ୍ବର ମଧ୍ୟ ବିଭାଗ ପକ୍ଷରୁ ଜାରିକରାଯାଇଛି ଏନେଇ ଶିମିଳିପାଳ ବ୍ୟଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତି କର୍ମଶାଳାରେ ସୂଚନା ଦିଆଯାଇଛି । ଅଭୟାରଣ୍ୟରେ ୫ ଟି ସ୍ଥାନରେ ଏହି ଟାୱାର ଲାଗିବ । ଏଥିରେ ୩୬୦ ଡିଗ୍ରୀର ପାୱାର ଫୁଲ କ୍ୟାମେରା ଲାଗିବ । ଯାହା ପୁରା ଶିମିଳିପାଳ ଉପରେ ନଜର ରଖିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications