କଟକ ମୁଣ୍ଡଳି CISF କ୍ୟାମ୍ପ୍ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
କଟକ ମୁଣ୍ଡଳି CISF କ୍ୟାମ୍ପ୍ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ହେଲେ ସାମିଲ୍ । ପରେଡ୍ରେ ଅଭିବାଦନ ଗ୍ରହଣ କଲେ କେନ୍ଦ୍ର ଗୃହମନ୍ତ୍ରୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ।













Click it and Unblock the Notifications