Get Updates
Get notified of breaking news, exclusive insights, and must-see stories!

ଆଜି ବି କମ୍ପିବ ପ୍ରଚାର ମଇଦାନ , ରାଉରକେଲାରେ ପହଞ୍ଚିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା

ରାଉରକେଲାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ନେତାଠୁ ନେଇ କର୍ମୀ ।

AMIT SHAH

ଚଳିତ ସାଧାରଣ ନିର୍ବାଚନ ପାଇଁ ରାଉଲକେଲାର ଏୟାର ପୋର୍ଟ ନିକଟସ୍ଥ ପଡ଼ିଆରେ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ ବିଜେପିିର ନମ୍ବର ଟୁ ନେତା ଅମିତ ଶାହା । ଏହି ସଭାରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ବିଜେପି କର୍ମୀ ଓ ଶୁଭେଛୁ ସାମିଲ ହୋଇଛନ୍ତି । ଆଜି କଣ କହିବେ ଶାହା?

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଗସ୍ତ ପରେ ଅମିତ ଶାହାଙ୍କ ଗସ୍ତ ଚଳିତ ନିର୍ବାଚନକୁ କେତେ ପ୍ରଭାବିତ କରିବ ତାକୁ ନେଇ ଚର୍ଚ୍ଚା କରୁଛନ୍ତି ରାଜନୈତିକ ସମୀକ୍ଷକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+