ଗାଧୋଇବା ସମୟରେ ଅଘଟଣ, କାଠଯୋଡ଼ିରେ ବୁଡ଼ି ୨ ଯୁବକ ନିଖୋଜ

ଗାଧେଇଲା ବେଳେ ଅଘଟଣ। କଟକ ସଡ଼ିଏ ୧୧ ନିକଟ କାଠଯୋଡ଼ି ଗଡା ନିକଟରେ ଗାଧେଇଲା ବେଳେ ବୁଡି ଗଲେ ଦୁଇ ଯୁବ ଇଞ୍ଜିନିୟର । ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି । ସୂଚନା ମୁତାବକ ଏସିବି ସମ୍ପ୍ରସାରଣ କାର୍ଯ୍ୟ ରେ ଏକ କମ୍ପାନୀ ପକ୍ଷରୁ ନିୟୋଜିତ ରୁତିକେଶ ମାତାଲ , ବୟସ ୨୫ ଓ ରୁତିକ ଭଂଜେ , ବୟସ ୨୪ କାଠଯୋଡ଼ି କୁ ଗାଧେଇବା ପାଇଁ ଆସିଥିଲେ।

dead in water

ଦୁଇ ଜଣଙ୍କ ଘର ମହାରାଷ୍ଟ୍ରରେ। ସିଡିଏ ୧୧ ସ୍ଥିତ କାଠଯୋଡ଼ି ଗଡ଼ା ନିକଟକୁ ଚାରି ଜଣ ସାଙ୍ଗ ହୋଇ ଆସିଥିଲେ । ଦୁଇ ଜଣ ଗାଧେଇବା ବେଳେ ଦୁଇ ଜଣ ବୁରୁଜ ଉପରେ ବସିଥିଲେ। ହଠାତ ଗାଧେଇବା ବେଳେ ଦୁଇ ଜଣ ବୁଡି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ରୁତିକେଶ ମାତାଲଙ୍କ ମୃତ ଶରୀରକୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ରୁତିକ ଭଂଜେଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଚେଷ୍ଟା ଜାରି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+