ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ

Odisha News: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ସେହିପରି ଆଜି ପିଏମଓର ଅନ୍ୟତମ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର । ଆସନ୍ତାକାଲି ଶକ୍ତିକାନ୍ତ ଦାସ କେନ୍ଦୁଝର ଘଟଗାଁ ଗସ୍ତ କରି ମା'ତାରିଣୀଙ୍କ ଦର୍ଶନ କରିବେ, ତାଙ୍କ ପାଇଁ ୱାଇ ପ୍ଲସ୍ ସରୁକ୍ଷା ବ୍ୟବସ୍ଥା କରାଯାଇଛି ।

ସେହିପରି ଆଜି ଅପରାହ୍ନରେ ପିଏମ୍‌ଓ ପ୍ରମୁଖ ସଚିବ ପି.କେ. ମିଶ୍ର ଓଡ଼ିଶାରେ ପହଞ୍ଚିବେ । ଶୁକ୍ରବାର ଦିନ ୨ଟା ୧୦ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସମ୍ବଲପୁର ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ସମ୍ବଲପୁର ଆଇଆଇଏମର ନବମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପି.କେ ମିଶ୍ର । ସେହିପରି ଏହି ସମୟରେ ପର୍ଯ୍ୟଟନ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+