ଭାରତୀୟ ସେନାକୁ ଆଉ ଏକ ବଡ଼ ସଫଳତା, ୨ ପାକ୍ ଆତଙ୍କୀଙ୍କୁ କଲେ ସଫା

ପୁଞ୍ଚସ୍ଥିତ ଦୁଗ୍ରାନ୍ ପୋଶାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ତିନି ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ଆଜି ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନାକୁ ଏକ ବଡ଼ ସଫଳତା ମିଳିଛି। ପୁଞ୍ଚସ୍ଥିତ ଦୁଗ୍ରାନ୍ ପୋଶାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ତିନି ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେହିପରି ଆଉଜଣେ ଆତଙ୍କୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି।

two pakistani terrorists killed in encounter in poonch

ମିଳିଥିବା ଖବର ଅନୁସାରେ ଆତଙ୍କୀବାଦୀଙ୍କ ମଧ୍ୟରୁ ୨ଜଣ ପାକିସ୍ତାନୀ ଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଜମ୍ମୁ-କଶ୍ମୀର ପୋଲିସ୍ ଏହାର ସୂଚନା ଦେଇଛି। ଭାରତୀୟ ସୁରକ୍ଷାକର୍ମୀ ଏହାର କଡ଼ା ଜବାବ ଦେଇଥିଲେ। ଏଥିରେ ନିପାତ ହୋଇଥିବା ଆତଙ୍କୀଙ୍କ ପାଖରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+