Get Updates
Get notified of breaking news, exclusive insights, and must-see stories!

କାଠଯୋଡ଼ିରେ ବୁଡିଯାଇ ଦୁଇ ନାବାଳକ ନିଖୋଜ

ଦିନକୁ ଦିନ ବୃଦ୍ଧି ପାଉଛି ପାଣିରେ ବୁଡ଼ି ମୃତ୍ୟୁ ଘଟଣା । ଚଳିତ ବର୍ଷ କଟକରେ କାଠଯୋଡ଼ି ଓ ମହାନଦୀରେ ବୁଡ଼ି ପ୍ରାଣ ହରାଇଲେଣି ୩୦ରୁ ଅଧିକ । ସଚେତନତାର ଅଭାବ ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଏ ଘଟଣା ବଢୁଥିବା ବେଳେ ଆଜି କଟକ କାଠଯୋଡ଼ିରେ ପୁଣି ଘଟିଛି ସମାନ ଘଟଣା । ଗାଧୋଇବା ବେଳେ ନଦୀରେ ଭାସି ଯାଇଛନ୍ତି ଦୁଇ ନାବାଳକ ।

ପଞ୍ଚୁକ ସଂକୀର୍ତ୍ତନ ପାଇଁ ଯାଇଥିଲେ ନଦୀକୁ । କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ଦୁଇ ନାବାଳକ ବୁଡିଯାଇ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଅସଫଳ ହେବାରୁ ଏପଟେ ସ୍କୁବା ଡାଇଭର ଟିମ ଓ ଓଡ୍ରାଫର ଗୋଟେ ଟିମ, ପହଁଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

dead in water

ହେଲେ ନିଖୋଜ ନାବାଳକଙ୍କର କୌଣସି ପତା ମିଳିପାରିନାହିଁ । ଏପଟେ ପାଣିର ସ୍ରୋତ ଅଧିକ ଥିବାରୁ ସର୍ଚ୍ଚ ଅପରେସନ ପାଇଁ ବାଧା ଉପୁଜୁଛି । ପାଣିର ଗଭୀର ପ୍ରାୟ 30 ଫୁଟରୁ ଉର୍ଦ୍ଧ୍ଵ ରହିଥିବାରୁ ଖୋଜିବାରେ ଅସୁବିଧା ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+